Breaking News

ବେଆଇନ ଗୁଟ୍‌ଖା କାରଖାନାରେ ରେଡ୍, ୫ ଅଟକ

 

ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀ ସ୍ଥିତ ବେଆଇନ ଗୁଟଖା କାରଖାନାରେ ପୁଲିସ ଚଢ଼ାଉ କରିଛି। ଏହି ସମୟରେ ବିପୁଳ ପରିମାଣର ଗୁଟଖା ପ୍ୟାକେଟ ସହ ମେସିନ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ପୁଲିସ। କାରଖାନାରେ ନିୟୋଜିତ ୫ଜଣ କର୍ମଚାରୀ ଓ ମାଲକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। 

Type and hit Enter to search

Close